ଆଜି ହେଉଛି ବିଶ୍ୱ ଜାତୀୟ ଭିନ୍ନକ୍ଷମ ଦିବସ,ଏହି ଅବସରରେ ସାରା ରାଜ୍ୟରେ ପାଳିତ ହେଉଥିବା ବେଳେ କଳାହାଣ୍ଡିଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷାକେନ୍ଦ୍ରରେ ଆଜି ଉକ୍ତ ଭିନ୍ନକ୍ଷମ ଦିବସ ପାଳନ କରାଯାଏ ଥିଲା, ଏଥିରେ ଗୋଳାମୁଣ୍ଡା ଅଞ୍ଚଳରେ ଥିବା ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁଙ୍କ ଆନୁକୂଲ୍ୟରେ ଉଦ୍ଘାଟନ କରିଥିଲେ ଏବଂ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନକୁ ଗରମ ପୋଷାକ ପୁରୁସ୍କାର ବିତରଣ କରଯାଇଥିଲା, ଅନ୍ୟତମ ଅତିଥି ରୂପେ ଲବଣୀ ନାଇକ ଏ ଵିଇଓ,ବିଆରପି, ବି ଆରସିସି ,ଆଇଭିଇ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୁପେ ପାଳନ ହୋଇଥିଲା,
Video Player
00:00
00:00
କଳାହାଣ୍ଡି ଧର୍ମଗଡ ରୁ ଶୁସିଲ କୁମାର ବେହେରା R9BHARAT